ମଧ୍ୟବିତ୍ତ ଶ୍ରେଣୀଙ୍କୁ ଘର ଦେବେ ସରକାର, ବଜେଟରେ ଘୋଷଣା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪-୨୫ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଗୃହ ଯୋଜନା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଗୁରୁବାର ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜ ପାଇଁ ଘର ନିର୍ମାଣ କିମ୍ବା କିଣିବା ପାଇଁ ଯୋଜନା ନେଇକି ଆସିବେ। ଅର୍ଥମନ୍ତ୍ରୀ କହିଛନ୍ତି ଏହି ଯାତ୍ରାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି, ୭୦ ପ୍ରତିଶତ ଘର ମହିଳାଙ୍କୁ ଦିଆଯାଇଛି। […] The post ମଧ୍ୟବିତ୍ତ ଶ୍ରେଣୀଙ୍କୁ ଘର ଦେବେ ସରକାର, ବଜେଟରେ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪-୨୫ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଗୃହ ଯୋଜନା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଗୁରୁବାର ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜ ପାଇଁ ଘର ନିର୍ମାଣ କିମ୍ବା କିଣିବା ପାଇଁ ଯୋଜନା ନେଇକି ଆସିବେ। ଅର୍ଥମନ୍ତ୍ରୀ କହିଛନ୍ତି ଏହି ଯାତ୍ରାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି, ୭୦ ପ୍ରତିଶତ ଘର ମହିଳାଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ସମ୍ପଦା ଯୋଜନାରେ ୩୮ ଲକ୍ଷ କୃଷକ ଉପକୃତ ହୋଇଛନ୍ତି।
The post ମଧ୍ୟବିତ୍ତ ଶ୍ରେଣୀଙ୍କୁ ଘର ଦେବେ ସରକାର, ବଜେଟରେ ଘୋଷଣା appeared first on Dharitri Odia News.