ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ନୂଆପଡା : ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମୃତଦେହ ଉଦ୍ଧାର.. ପୁଲିସ ତଦନ୍ତ ଆରମ୍ଭ.. ସମ୍ବଲପୁର : ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ.. ଚୀନରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୧୬.. ଶୀତରେ ଥରୁଛି ସାରା ଓଡିଶା.. ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ.. ନୂଆପଡାରେ ଭାଲୁ ଆକ୍ରମଣରେ ୩ ମହିଳା ଆହତ..

ନୂଆପଡା : ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମୃତଦେହ ଉଦ୍ଧାର..
ପୁଲିସ ତଦନ୍ତ ଆରମ୍ଭ..
ସମ୍ବଲପୁର : ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ..
ଚୀନରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୧୬..
ଶୀତରେ ଥରୁଛି ସାରା ଓଡିଶା..
୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ..
ନୂଆପଡାରେ ଭାଲୁ ଆକ୍ରମଣରେ ୩ ମହିଳା ଆହତ..