ମନମୋହନଙ୍କ ମୁଣ୍ଡରେ ସଭାପତି ମୁକୁଟ କାହିଁକି ? || BADA KHABAR TV
ମନମୋହନଙ୍କ ମୁଣ୍ଡରେ ସଭାପତି ମୁକୁଟ । ସମସ୍ତଙ୍କ ପସନ୍ଦ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ମଙ୍ଗ ଧରିବେ ମନମୋହନ । ଦଳୀୟ ନେତା ଠାରୁ କର୍ମୀଙ୍କ ପ୍ରିୟ ନେତା ମନମୋହନ । ପୁଣି ଥରେ ରାଜ୍ୟ ବିଜେପି ଦାୟିତ୍ୱ କାହିଁକି ଦେଲା କେନ୍ଦ୍ର? ମନ