ମନମୋହୁଛି ଭଦ୍ରାୟଣୀ ମହୋତ୍ସବ

ଆରମ୍ଭ ହୋଇଗଲାଣି ଭଦ୍ରାୟଣୀ ମହୋତ୍ସବ.. ଶୀତୁଆ ସନ୍ଧ୍ୟାରେ ନେହେରୁ ଷ୍ଟାଡିୟମରେ ନାହିଁ ନଥିବା ଭିଡ଼ ଜମୁଛି..

ମନମୋହୁଛି ଭଦ୍ରାୟଣୀ ମହୋତ୍ସବ

ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭଳିକି ଭଳି ଜିନିଷପତ୍ର.. ଘରକରଣାଠାରୁ ଆଦିବାସୀ ଔଷଧୀ ପୁଣି କୃଷିଜାତ ଓ କୃଷିଉପୋଯୋଗୀ ଜନିଷ.. ସବୁ ମିଳୁଛି ଗୋଟିଏ ଜାଗାରା.. କିଛି କିଣାକିଣି କି ଖିଆପିଆ ନଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ମଧ୍ୟ ନେଇପାରିବେ.. କାରଣ ଆରମ୍ଭ ହୋଇଯାଇଛି ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ଭଦ୍ରାୟଣୀ..ଆରାଧ୍ୟା ଦେବୀ ମାଆ ଭଦ୍ରକାଳୀଙ୍କ ନାମରେ ଏକ ମହୋତ୍ସବର ନାମକରଣ କରାଯାଇଛି..