ବିଜେଡି ନେତାଙ୍କ କୋଚିଂ ସେଣ୍ଟରରେ IT ରେଡ୍

ଭୁବନେଶ୍ବରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ କରୁଛି ଆଇଟି ।