ମନସୁର-ଶିଶିରଙ୍କୁ ସଫଳତା: କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ
କର୍ଲାମୁଣ୍ଡା/ରିଷିଡା:୧୫।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ କନିଷ୍ଠ ଯନ୍ତ୍ରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। ସଦ୍ୟ ପ୍ରକାଶିତ ଜୁନିୟର ଇଂଜିନିୟର ସିଭିଲ ବିଭାଗରେ ଏହି ବ୍ଲକର ପୌରକେଲା ପଂଚାୟତ କୁନ୍ଦେଇପାଲି ଗ୍ରାମ ର ବିଶିଷ୍ଟ କଳାକାର ମଧୁସୂଦନ ବାଗଙ୍କ ପୁତ୍ର ମନସୁର ବାଗ ଓ ରିଷିଡାର ଅବସରପ୍ରାପ୍ତ ପିଇଓ ଲଛମନ ଭୋଇଙ୍କ ପୁତ୍ର ଶିଶିର କୁମାର ଭୋଇ କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇ ପୂର୍ତ୍ତ ବିଭାଗରେ […] The post ମନସୁର-ଶିଶିରଙ୍କୁ ସଫଳତା: କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ appeared first on Dharitri Odia News.
କର୍ଲାମୁଣ୍ଡା/ରିଷିଡା:୧୫।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ କନିଷ୍ଠ ଯନ୍ତ୍ରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। ସଦ୍ୟ ପ୍ରକାଶିତ ଜୁନିୟର ଇଂଜିନିୟର ସିଭିଲ ବିଭାଗରେ ଏହି ବ୍ଲକର ପୌରକେଲା ପଂଚାୟତ କୁନ୍ଦେଇପାଲି ଗ୍ରାମ ର ବିଶିଷ୍ଟ କଳାକାର ମଧୁସୂଦନ ବାଗଙ୍କ ପୁତ୍ର ମନସୁର ବାଗ ଓ ରିଷିଡାର ଅବସରପ୍ରାପ୍ତ ପିଇଓ ଲଛମନ ଭୋଇଙ୍କ ପୁତ୍ର ଶିଶିର କୁମାର ଭୋଇ କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇ ପୂର୍ତ୍ତ ବିଭାଗରେ ନିୟୋଜିତ ହେବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଦୁଇ ଯୁବକଙ୍କୁ ଅଞ୍ଚଳବାସୀ ଅଭିନନ୍ଦନ ଜଣାଇଛନ୍ତି।
The post ମନସୁର-ଶିଶିରଙ୍କୁ ସଫଳତା: କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ appeared first on Dharitri Odia News.