ମନୋଜ କୁମାରଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପରଲୋକରେ ମନୋଜ କୁମାର। ବଲିଉଡ୍ ର ଭେଟେରାନ୍ ଅଭନେତା ମନୋଜ କୁମାରଙ୍କ ପରଲୋକ ଘଟିଛି। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଭରତ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ। ୧୯୯୨ ମସିହାରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ରୋଯି କପଡା ଅର୍ ମକାନ୍ , ଆଦମୀ, ଉପକାର୍, ବେଇମାନ୍ , ମେରା ନାମ୍ ଜୋକର, […]

ନୂଆଦିଲ୍ଲୀ: ପରଲୋକରେ ମନୋଜ କୁମାର। ବଲିଉଡ୍ ର ଭେଟେରାନ୍ ଅଭନେତା ମନୋଜ କୁମାରଙ୍କ ପରଲୋକ ଘଟିଛି। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଭରତ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ। ୧୯୯୨ ମସିହାରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ରୋଯି କପଡା ଅର୍ ମକାନ୍ , ଆଦମୀ, ଉପକାର୍, ବେଇମାନ୍ , ମେରା ନାମ୍ ଜୋକର, ଅମାନତ୍ , କ୍ରାନ୍ତି , ଦଶନମ୍ବରୀ , ମୈଦାନୀ ଜଙ୍ଗ ଆଦି ଚଳଚିତ୍ରରେ ସେ ନିଜର ନିଖୁଜ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଦେଶାତ୍ମକ ଚଳଚିତ୍ର ପାଇଁ ବେଶ୍ ଲୋକପ୍ରିୟ ଥିଲେ ମନୋଜ।