ମନ୍ତ୍ରୀ ଦେଲେ ବଡ଼ ସୂଚନା, ରାତି ସୁଦ୍ଧା ସମସ୍ୟାର ହେବ ସମାଧାନ

ଗାଡ଼ି ବନ୍ଦ ଯୋଗୁ ରାଜ୍ୟରେ ପେଟ୍ରୋଲ୍-ଡିଜେଲ୍ ଅଭାବ କରାଇ ଦେବୁନାହିଁ । କେହି ପାନିକ୍ ହୁଅନ୍ତୁ ନାହିଁ, ଟାଙ୍କିରେ ତେଲ ମହଜୁଦ ଅଛି ବୋଲି ସେ ଆଶ୍ବାସନା ଦେଇଛନ୍ତି । ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ ।

ମନ୍ତ୍ରୀ ଦେଲେ ବଡ଼ ସୂଚନା, ରାତି ସୁଦ୍ଧା ସମସ୍ୟାର ହେବ ସମାଧାନ
Array