ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ

ରାଇକିଆ,୨ା୨(ପ୍ରଦୀପ ବେହେରା): ଆସନ୍ତା ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ରାଇକିଆ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ସୋର୍‌ରେ ଚାଲିଛି । ଶନିବାର ପରିଚାଳନା କମିଟି ସଦସ୍ୟମାନେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା କରିବା ସହ ଆଜ୍ଞା ମାଳ ଆସି ରାଇକିଆରେ ପହଞ୍ଚିଛ। ରବିବାର ଶୁଭଖୁଣ୍ଟି ସ୍ଥାପନ ସହ ଆଜ୍ଞା ମାଳକୁ ସହର ପରିକ୍ରମା କରାଯିବ। ଏକ ସପ୍ତାହ ବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ […] The post ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ appeared first on Dharitri Odia News.

ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ

ରାଇକିଆ,୨ା୨(ପ୍ରଦୀପ ବେହେରା): ଆସନ୍ତା ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ରାଇକିଆ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ସୋର୍‌ରେ ଚାଲିଛି । ଶନିବାର ପରିଚାଳନା କମିଟି ସଦସ୍ୟମାନେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା କରିବା ସହ ଆଜ୍ଞା ମାଳ ଆସି ରାଇକିଆରେ ପହଞ୍ଚିଛ। ରବିବାର ଶୁଭଖୁଣ୍ଟି ସ୍ଥାପନ ସହ ଆଜ୍ଞା ମାଳକୁ ସହର ପରିକ୍ରମା କରାଯିବ। ଏକ ସପ୍ତାହ ବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ କଳସ ଯାତ୍ରା, ବନଯାଗ, ରତ୍ନ ମୁଦ ପ୍ରତିଷ୍ଠା, ପଞ୍ଚ ଯଜ୍ଞ, ରତ୍ନ ସିଂହାସନାରୋହଣ, ଧଜ ଭ୍ରମଣ, ପୁର୍ଣ୍ଣାହୂତି, ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

The post ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ appeared first on Dharitri Odia News.