ମମତା ଖୋଲିଛନ୍ତି ବିଜେଡିର ଅନେକ ଗୁମର କଥା

ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିବା ମମତା ମହନ୍ତ ପୁଣି ଲଢ଼ୁଛନ୍ତି ରାଜ୍ୟସଭା ନିର୍ବାଚନ।

ମମତା ଖୋଲିଛନ୍ତି ବିଜେଡିର ଅନେକ ଗୁମର କଥା

ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହନ୍ତ, ଏବେ ବିଜେଡି ଛାଡ଼ି ଏକ ନାଟକୀୟ ଘଟଣାକ୍ରମରେ ବିଜେପିରେ ଯୋଗ ଦେଇଛନ୍ତି। ପୁଣି ବିଜେପିରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ତେବେ ମମତା ବିଜେଡି ଛାଡ଼ିବା ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। କିଏ କହୁଛି ଟଙ୍କା ନେଇ ବିକ୍ରି ହୋଇଗଲେ ମମତା ମହନ୍ତ। ଆଉ କିଏ କହୁଛି, ମମତା ଧୋକ୍କା ଦେଲେ କୁଡମି ସମ୍ପ୍ରଦାୟକୁ । ଆମକୁ ଏକ ସାକ୍ଷାତକାର ଦେଇ ମମତା ଖୋଲିଛନ୍ତି ବିଜେଡିର ଅନେକ ଗୁମର କଥା।