ମମତା ସନାତନ ବିରୋଧୀ: ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ସମାଜର ଏକ ବର୍ଗକୁ ହିନ୍ଦୁ ଧର୍ମ ବିରୋଧରେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। ସେ ପ୍ରଶ୍ନ କରିଛନ୍ତି କି ମମତା ବାନାର୍ଜୀ କାହିଁକି ଭଗବାନଙ୍କୁ ଅପମାନ କରୁଛନ୍ତି? ଏହି ସମୟରେ ଇଣ୍ଡିଆ ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ଯେଉଁଠାରେ ଡିଏମକେ ଏବଂ ମମତା ବାନାର୍ଜୀଙ୍କ ଭଳି ନେତା […] The post ମମତା ସନାତନ ବିରୋଧୀ: ସ୍ମୃତି ଇରାନୀ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ସମାଜର ଏକ ବର୍ଗକୁ ହିନ୍ଦୁ ଧର୍ମ ବିରୋଧରେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। ସେ ପ୍ରଶ୍ନ କରିଛନ୍ତି କି ମମତା ବାନାର୍ଜୀ କାହିଁକି ଭଗବାନଙ୍କୁ ଅପମାନ କରୁଛନ୍ତି?
ଏହି ସମୟରେ ଇଣ୍ଡିଆ ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ଯେଉଁଠାରେ ଡିଏମକେ ଏବଂ ମମତା ବାନାର୍ଜୀଙ୍କ ଭଳି ନେତା ଅଛନ୍ତି, ସେଠାରେ ସନାତନ ଧର୍ମକୁ ଅପମାନ କରିବା ସେମାନଙ୍କର ଉଦ୍ଦେଶ୍ୟ। ହେଲେ ଇଣ୍ଡିଆ ମେଣ୍ଟର ନେତାଙ୍କ ମନରେ ସନାତନ ଧର୍ମ ପ୍ରତି ଅସମ୍ମାନର ଭାବନା ଥିବା ସ୍ପଷ୍ଟ ଦେଖାଯାଉଛି।
The post ମମତା ସନାତନ ବିରୋଧୀ: ସ୍ମୃତି ଇରାନୀ appeared first on Dharitri Odia News.