ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖଣ୍ଡଗିରି ଛକରେ ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍‌

ଭୁବନେଶ୍ୱର: ଖଣ୍ଡଗିରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖଣ୍ଡଗିରି ଛକରେ ଜଣେ ଯୁବତୀଙ୍କ ଉପରେ ବସ୍‌ ଚଢ଼ିଯାଇଛି।  ରାସ୍ତା ପାରି ହେଲା ବେଳେ ଯୁବତୀଙ୍କୁ ବାଇକ୍‌ ଧକ୍କା ଦେଇଥିଲା । ବାଇକ୍‌ ଧକ୍କାରେ ପଡ଼ିଯିବା ପରେ ଉକ୍ତ ଯୁବତୀଙ୍କ ଉପରେ ବସ୍‌ ଚଢ଼ିଯାଇଥିଲା।  ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି।

accident