ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁହାଁମୁହିଁ ବାଇକ ଧକ୍କାରେ ୨ ମୃତ ଦୁଇ ଗୁରୁତର
ଛତ୍ରପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଛତ୍ରପୁର ଥାନା ଅନ୍ତର୍ଗତ ବାଟଛତ୍ରପୁର ଠାରେ । ମୃତ ଦୁଇ ଜଣ ହେଲେ କଣମଣା ଗ୍ରାମର ଏସ. କ୍ରିଷ୍ଣା ଓ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ଏସ. ପ୍ରଦୀପ | ଆହତ ଦୁଇ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଛତ୍ରପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଘଟଣା ଘଟିଛି ଛତ୍ରପୁର ଥାନା ଅନ୍ତର୍ଗତ ବାଟଛତ୍ରପୁର ଠାରେ । ମୃତ ଦୁଇ ଜଣ ହେଲେ କଣମଣା ଗ୍ରାମର ଏସ. କ୍ରିଷ୍ଣା ଓ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ଏସ. ପ୍ରଦୀପ | ଆହତ ଦୁଇ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।