ମଲାଇକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ଅଫିସିଆଲି ସିଙ୍ଗିଲ୍‌ ଅଛନ୍ତି। ଅର୍ଜୁନ କିଛିଦିନ ତଳେ ମଲାଇକାଙ୍କ ଠାରୁ ଅଲଗା ହେବା ଖବର ସୁନିଶ୍ଚିତ କରିଥିବା ବେଳେ ସାମନ୍ଥା ମଧ୍ୟ ନାଗର୍ଜୁନଙ୍କ ସହିତ କିଛିବର୍ଷ ହେବ ଅଲଗା ହୋଇସାରିଛନ୍ତି। ବିବାହ ବିଚ୍ଛେଦ ପରେ ସାମନ୍ଥାଙ୍କର ନାଁ ଅନେକଙ୍କ ସହିତ ଯୋଡ଼ା ଯାଉଥିଲା। ତେବେ ବର୍ତମାନ ଚର୍ଚ୍ଚା ହେଉଛି ଯେ, ସାମନ୍ଥା କୁଆଡେ ଅର୍ଜନୁଙ୍କ ପ୍ରେମରେ ପଡିଥିବା ବେଳେ […] The post ମଲାଇକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଅର୍ଜୁନ appeared first on Dharitri Odia News.

ମଲାଇକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ଅଫିସିଆଲି ସିଙ୍ଗିଲ୍‌ ଅଛନ୍ତି। ଅର୍ଜୁନ କିଛିଦିନ ତଳେ ମଲାଇକାଙ୍କ ଠାରୁ ଅଲଗା ହେବା ଖବର ସୁନିଶ୍ଚିତ କରିଥିବା ବେଳେ ସାମନ୍ଥା ମଧ୍ୟ ନାଗର୍ଜୁନଙ୍କ ସହିତ କିଛିବର୍ଷ ହେବ ଅଲଗା ହୋଇସାରିଛନ୍ତି। ବିବାହ ବିଚ୍ଛେଦ ପରେ ସାମନ୍ଥାଙ୍କର ନାଁ ଅନେକଙ୍କ ସହିତ ଯୋଡ଼ା ଯାଉଥିଲା। ତେବେ ବର୍ତମାନ ଚର୍ଚ୍ଚା ହେଉଛି ଯେ, ସାମନ୍ଥା କୁଆଡେ ଅର୍ଜନୁଙ୍କ ପ୍ରେମରେ ପଡିଥିବା ବେଳେ ଅର୍ଜୁନ ମଧ୍ୟ ଟଲିଉଡ ଅଭିନେତ୍ରୀଙ୍କ ପ୍ରତି ଆଗ୍ରହୀ ଅଛନ୍ତି। ନିକଟରେ ଅର୍ଜୁନ ସିଂଘମ ରିଟର୍ନ ଜରିଆରେ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି। ଉଭୟ ଅର୍ଜୁନ ଏବଂ ସାମନ୍ତରାୟଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଆଶ୍ଚର୍ଯ୍ୟଜନକ ଖବର। କାରଣ କେହି କେବେ ଭାବି ନଥିଲେ ଯେ ଏହି ଦୁଇ କଳାକାର କେବେ ଏପରି କରିପାରିବେ।

The post ମଲାଇକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଅର୍ଜୁନ appeared first on Dharitri Odia News.