SpecialStory: ପଦାରେ ପଡିଲା ଦଳର ଅର୍ନ୍ତକନ୍ଦଳ; ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା

ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ।

SpecialStory: ପଦାରେ ପଡିଲା ଦଳର ଅର୍ନ୍ତକନ୍ଦଳ; ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା
Array