ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି…

ନୁୟର୍କ,୧୯।୨: ୱାନପ୍ଲସର ସହ-ପ୍ରତିଷ୍ଠାତା ତଥା ନଥିଙ୍ଗ୍‌ର ସିଇଓ କାର୍ଲ ପେଇ ଟେସଲା ସିଇଓ ଏଲନ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଲ ପେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଯଦି ମସ୍କ ଭାରତରେ ଟେସଲା କାରଖାନା ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ସେ ତାଙ୍କ ୟୁଜର ନାଁକୁ ଏଲନ ଭାଇରେ ପରିବର୍ତ୍ତନ କରିବା ଉଚିତ୍‌। ଏହି ପରାମର୍ଶ ନଥିଙ୍ଗ୍‌ର ଏକ ପ୍ରଚାର ଅଭିଯାନର ଏକ ଅଂଶ । ଏଥିରେ ୟୁଜର୍ସଙ୍କୁ ନିଜର ୟୁଜର ନାଁରେ ‘ଭାଇ’ ଯୋଡିବାକୁ ଉତ୍ସାହିତ […] The post ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି… appeared first on Dharitri Odia News.

ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି…

ନୁୟର୍କ,୧୯।୨: ୱାନପ୍ଲସର ସହ-ପ୍ରତିଷ୍ଠାତା ତଥା ନଥିଙ୍ଗ୍‌ର ସିଇଓ କାର୍ଲ ପେଇ ଟେସଲା ସିଇଓ ଏଲନ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଲ ପେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଯଦି ମସ୍କ ଭାରତରେ ଟେସଲା କାରଖାନା ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ସେ ତାଙ୍କ ୟୁଜର ନାଁକୁ ଏଲନ ଭାଇରେ ପରିବର୍ତ୍ତନ କରିବା ଉଚିତ୍‌। ଏହି ପରାମର୍ଶ ନଥିଙ୍ଗ୍‌ର ଏକ ପ୍ରଚାର ଅଭିଯାନର ଏକ ଅଂଶ । ଏଥିରେ ୟୁଜର୍ସଙ୍କୁ ନିଜର ୟୁଜର ନାଁରେ ‘ଭାଇ’ ଯୋଡିବାକୁ ଉତ୍ସାହିତ କରାଯାଉଛି। ପେଇ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ‘କାର୍ଲ ଭାଇ’ ରେ ପରିବର୍ତ୍ତନ କରିଛନ୍ତି। ପେଇର ଏହି ଟୁଇଟ ଦ୍ରୁତ ଗତିରେ ଭାଇରାଲ ହୋଇଛି। ବହୁ ସଂଖ୍ୟକ ପ୍ରତିକ୍ରିୟା ଆସୁଛି।

The post ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି… appeared first on Dharitri Odia News.