ମସ୍କୋ ଉପରେ ୩୪ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍
ମସ୍କୋ/କିଭ୍,୧୧ା୧୧: ୟୁକ୍ରେନ୍ ପକ୍ଷରୁ ରବିବାର ମସ୍କୋ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନୀୟ ସେନା ୩୪ଟି ଡ୍ରୋନ୍ ମାଡ଼ କରିଛି। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଶେରେମେଟ୍ୟେଭୋ ଏବଂ ଡୋମୋଡେଡୋଭୋ ଏୟାରପୋର୍ଟ ସମେତ ରୁଷିଆର ସବୁଠୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକରେ ବିମାନ ଚଳାଚଳକୁ ସାମୟିକ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷେ ରୁଷିଆ ରାଜଧାନୀ ଉପକଣ୍ଠରେ ମୋଟ ୩୨ ଡ୍ରୋନ୍କୁ ଖସାଇ ଦିଆଯାଇଥିବା ମସ୍କୋ ମେୟର ସେର୍ଗେୟ […] The post ମସ୍କୋ ଉପରେ ୩୪ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍ appeared first on Dharitri Odia News.
ମସ୍କୋ/କିଭ୍,୧୧ା୧୧: ୟୁକ୍ରେନ୍ ପକ୍ଷରୁ ରବିବାର ମସ୍କୋ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନୀୟ ସେନା ୩୪ଟି ଡ୍ରୋନ୍ ମାଡ଼ କରିଛି। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଶେରେମେଟ୍ୟେଭୋ ଏବଂ ଡୋମୋଡେଡୋଭୋ ଏୟାରପୋର୍ଟ ସମେତ ରୁଷିଆର ସବୁଠୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକରେ ବିମାନ ଚଳାଚଳକୁ ସାମୟିକ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷେ ରୁଷିଆ ରାଜଧାନୀ ଉପକଣ୍ଠରେ ମୋଟ ୩୨ ଡ୍ରୋନ୍କୁ ଖସାଇ ଦିଆଯାଇଥିବା ମସ୍କୋ ମେୟର ସେର୍ଗେୟ ସୋବ୍ୟାନିନ୍ ସୂଚନା ଦେଇଛନ୍ତି।
The post ମସ୍କୋ ଉପରେ ୩୪ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍ appeared first on Dharitri Odia News.