ମହରମରେ ବାହାରିବନି ଶୋଭାଯାତ୍ରା, ନିଜ ପଡା ମଧ୍ୟରେ ପାଳିବେ ମହରମ ପର୍ବ

ସମ୍ବଲପୁର : ମହରମରେ ବାହାରିବନି ଶୋଭାଯାତ୍ରା । ନିଜ ନିଜ ପଡା ମଧ୍ୟରେ ପାଳିବେ ମହରମ ପର୍ବ। ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ବଲପୁରରେ ଲାଗିଲା କଟକଣା । ସହରରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁର ଜିଲ୍ଲା ପୋଲିସ ଏହି ପଦକ୍ଷେପ ନେଇଛି । କଟକଣା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଧାର୍ମିକ ଶୋଭାଯାତ୍ରାରେ କଟକଣା ନେଇ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ଯାଳୟରେ ମହରମ କମିଟି, ହିନ୍ଦୁ ପକ୍ଷ, ମୁସଲିମ […] The post ମହରମରେ ବାହାରିବନି ଶୋଭାଯାତ୍ରା, ନିଜ ପଡା ମଧ୍ୟରେ ପାଳିବେ ମହରମ ପର୍ବ appeared first on KNews Odisha.

ମହରମରେ ବାହାରିବନି ଶୋଭାଯାତ୍ରା, ନିଜ ପଡା ମଧ୍ୟରେ ପାଳିବେ ମହରମ ପର୍ବ
himanshu lal

ସମ୍ବଲପୁର : ମହରମରେ ବାହାରିବନି ଶୋଭାଯାତ୍ରା । ନିଜ ନିଜ ପଡା ମଧ୍ୟରେ ପାଳିବେ ମହରମ ପର୍ବ। ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ବଲପୁରରେ ଲାଗିଲା କଟକଣା । ସହରରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁର ଜିଲ୍ଲା ପୋଲିସ ଏହି ପଦକ୍ଷେପ ନେଇଛି । କଟକଣା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଧାର୍ମିକ ଶୋଭାଯାତ୍ରାରେ କଟକଣା ନେଇ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ଯାଳୟରେ ମହରମ କମିଟି, ହିନ୍ଦୁ ପକ୍ଷ, ମୁସଲିମ ପକ୍ଷଙ୍କୁ ନେଇ ବୈଠକ ବସିଥିଲା । ଗତବର୍ଷ କଟକଣା ବର୍ଷେ ପାଇଁ ଲାଗିଥିବାବେଳେ ଏହି ଅବଧି ସରିନାହିଁ । ତେଣୁ ନିଜ ନିଜ ପଡାରେ ମହରମ ପାଳିବା ପାଇଁ ନିଷ୍ପତ୍ତି ହୋଇଥିବା ହିମାଂଶୁ ଲାଲ କହିଛନ୍ତି ।

The post ମହରମରେ ବାହାରିବନି ଶୋଭାଯାତ୍ରା, ନିଜ ପଡା ମଧ୍ୟରେ ପାଳିବେ ମହରମ ପର୍ବ appeared first on KNews Odisha.