ମହାଦୀପ ଉଠାଉଥିବା ବେଳେ ଖସିପଡିଲେ ସେବାୟତ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଅଘଟଣ। ମହାଦୀପ ଉଠୁଥିବା ବେଳେ ମନ୍ଦିରରେ ଅଘଟଣ । ମହାଦୀପ ନେଇ ମନ୍ଦିର ଉପରକୁ ଉଠୁଥିବା... The post ମହାଦୀପ ଉଠାଉଥିବା ବେଳେ ଖସିପଡିଲେ ସେବାୟତ appeared first on .
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଅଘଟଣ। ମହାଦୀପ ଉଠୁଥିବା ବେଳେ ମନ୍ଦିରରେ ଅଘଟଣ । ମହାଦୀପ ନେଇ ମନ୍ଦିର ଉପରକୁ ଉଠୁଥିବା ବେଳେ ଖସିପଡିଲେ ସେବାୟତ ।ଅନ୍ୟ ଜଣେ ସେବାୟତ ମହାଦୀପକୁ ନେଇ ମନ୍ଦିର ଚୂଡ଼ାକୁ ଗଲେ । ଅଘଟଣକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ । ଗୁରୁତର ଅବସ୍ଥାରେ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
The post ମହାଦୀପ ଉଠାଉଥିବା ବେଳେ ଖସିପଡିଲେ ସେବାୟତ appeared first on .