ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ବ୍ରିଜ୍ ଉପରେ ରହିଛି ସାଇକେଲ ଓ ଚପଲ

ବୌଦ୍ଧ ୩୦।୮: ମହାନଦୀକୁ ଡେଇଁଲେ ଛାତ୍ରୀ । ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢୁଥିବା ସୂଚନା । ବୌଦ୍ଧ ମର୍ଯାକୁଦ ବ୍ରିଜ୍‌ ନିକଟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ବୌଦ୍ଧ ମର୍ଯାକୁଦ ବ୍ରିଜ୍‌ରୁ ମହାନଦୀକୁ ଜଣେ ଛାତ୍ରୀ ଡେଇଁପଡିଛନ୍ତି । ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି । ବ୍ରିଜ୍ ଉପରେ ସାଇକେଲ ଓ ଚପଲ ରଖି ଛାତ୍ରୀ ଜଣଙ୍କ ନଦୀକୁ ଡେଇଁଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ତେବେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।You Can Read:ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବାକୁ ଅନୁଧ୍ୟାନ

ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ବ୍ରିଜ୍ ଉପରେ ରହିଛି ସାଇକେଲ ଓ ଚପଲ

ବୌଦ୍ଧ ୩୦।୮: ମହାନଦୀକୁ ଡେଇଁଲେ ଛାତ୍ରୀ । ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢୁଥିବା ସୂଚନା । ବୌଦ୍ଧ ମର୍ଯାକୁଦ ବ୍ରିଜ୍‌ ନିକଟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ମର୍ଯାକୁଦ ବ୍ରିଜ୍‌ରୁ ମହାନଦୀକୁ ଜଣେ ଛାତ୍ରୀ ଡେଇଁପଡିଛନ୍ତି । ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି । ବ୍ରିଜ୍ ଉପରେ ସାଇକେଲ ଓ ଚପଲ ରଖି ଛାତ୍ରୀ ଜଣଙ୍କ ନଦୀକୁ ଡେଇଁଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ତେବେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

You Can Read:

ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବାକୁ ଅନୁଧ୍ୟାନ