ମହାପ୍ରସାଦ ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନୀଲ ମହାନ୍ତି

ଭୁବନେଶ୍ବର ୧୧।୧୨: ମହାପ୍ରସାଦର ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନୀଲ ମହାନ୍ତି । ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ମନ୍ଦିରରେ ନିର୍ଦ୍ଦେଶ ଯାଇଛି । କିନ୍ତୁ ତାର ଦାମ୍ ବହୁତ । ଯାହା ଅବଢ଼ା ପ୍ରସ୍ତୁତରେ ପ୍ରଭାବ ପକାଉଛି । ସେହି ମହାସୁଆର ମାନଙ୍କ ସହ ଆଲୋଚନା କରି ତାଙ୍କୁ ସବ୍‌ସିଡି ଜରିଆରେ ଘିଅ ଯୋଗାଇ ଦେବାର ଆବଶ୍ୟକ ରହିଛି । ଯେହେତୁ ମହାପ୍ରଭୁଙ୍କ ଦର୍ଶନର ଭକ୍ତ ମାନେ ଗଲେ ପୁଣ୍ୟ ପ୍ରାପ୍ତି ପାଇଁ ସେମାନେ ମହାପ୍ରଭୁଙ୍କର ମହାପ୍ରସାଦ ସେବନ କରିଥାନ୍ତି କିନ୍ତୁ ଦର ବୃଦ୍ଧି ଏବେ ସେଥିରେ ବାଧା ଉପୁଜୁଛି । ତେଣୁ ଶ୍ରୀମନ୍ଦିର ପାଇଁ ଗୃହ କମିଟି ରହିଛି ତାର ଏକ ବୈଠକ କରି ମହାପ୍ରସାଦ ଉପରେ ଖୁବ୍‌ଶୀଘ୍ର ଆଲୋଚନା କରିବା ପାଇଁ ସେ ଦାବି କରୁଛନ୍ତି ।You Can Read:ବର୍ଷକୁ ବର୍ଷ ବଢୁଛି ଗୋ-ଚାଲାଣ ମାମଲା, ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା  

ମହାପ୍ରସାଦ ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନୀଲ ମହାନ୍ତି

ଭୁବନେଶ୍ବର ୧୧।୧୨: ମହାପ୍ରସାଦର ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନୀଲ ମହାନ୍ତି । ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ମନ୍ଦିରରେ ନିର୍ଦ୍ଦେଶ ଯାଇଛି । କିନ୍ତୁ ତାର ଦାମ୍ ବହୁତ । ଯାହା ଅବଢ଼ା ପ୍ରସ୍ତୁତରେ ପ୍ରଭାବ ପକାଉଛି । ସେହି ମହାସୁଆର ମାନଙ୍କ ସହ ଆଲୋଚନା କରି ତାଙ୍କୁ ସବ୍‌ସିଡି ଜରିଆରେ ଘିଅ ଯୋଗାଇ ଦେବାର ଆବଶ୍ୟକ ରହିଛି । 

ଯେହେତୁ ମହାପ୍ରଭୁଙ୍କ ଦର୍ଶନର ଭକ୍ତ ମାନେ ଗଲେ ପୁଣ୍ୟ ପ୍ରାପ୍ତି ପାଇଁ ସେମାନେ ମହାପ୍ରଭୁଙ୍କର ମହାପ୍ରସାଦ ସେବନ କରିଥାନ୍ତି କିନ୍ତୁ ଦର ବୃଦ୍ଧି ଏବେ ସେଥିରେ ବାଧା ଉପୁଜୁଛି । ତେଣୁ ଶ୍ରୀମନ୍ଦିର ପାଇଁ ଗୃହ କମିଟି ରହିଛି ତାର ଏକ ବୈଠକ କରି ମହାପ୍ରସାଦ ଉପରେ ଖୁବ୍‌ଶୀଘ୍ର ଆଲୋଚନା କରିବା ପାଇଁ ସେ ଦାବି କରୁଛନ୍ତି ।

You Can Read:

ବର୍ଷକୁ ବର୍ଷ ବଢୁଛି ଗୋ-ଚାଲାଣ ମାମଲା, ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା