ମହାରାଷ୍ଟ୍ରରେ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୧ା୧୦: ମହାରାଷ୍ଟ୍ରରେ ୯୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଭାଜପା। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ଙ୍କୁ ଭାଜପା ପ୍ରାର୍ଥୀ କରିଥିବାବେଳେ କାମାଥି ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଓ୍ବନକୁଲେଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଏହା ପରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ମୋତେ ଷଷ୍ଠ ଥର ପାଇଁ ବିଧାନସଭା ନିର୍ବାଚନରେ ସୁଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, […] The post ମହାରାଷ୍ଟ୍ରରେ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.

ମହାରାଷ୍ଟ୍ରରେ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୧ା୧୦: ମହାରାଷ୍ଟ୍ରରେ ୯୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଭାଜପା। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ଙ୍କୁ ଭାଜପା ପ୍ରାର୍ଥୀ କରିଥିବାବେଳେ କାମାଥି ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଓ୍ବନକୁଲେଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଏହା ପରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ମୋତେ ଷଷ୍ଠ ଥର ପାଇଁ ବିଧାନସଭା ନିର୍ବାଚନରେ ସୁଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ନିର୍ବାଚନ କମିଟିର ସମସ୍ତ ସମ୍ମାନିତ ନେତାଙ୍କୁ ଭାରତୀୟ ଜନତା ଦଳ ପୁଣି ଥରେ ଦେଖାଇଥିବା ଆତ୍ମବିଶ୍ୱାସ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ।

ସେ ଲେଖିଛନ୍ତି, ମୋର ଉଦ୍ୟମ ହେଉଛି ଦଳର ନେତୃତ୍ୱ, ମୋର ଦକ୍ଷିଣ-ପଶ୍ଚିମ ନାଗପୁର ନିର୍ବାଚନମଣ୍ଡଳୀ ଏବଂ ମହାରାଷ୍ଟ୍ରର ମାତୃଭୂମିର ଲୋକମାନେ ଦର୍ଶାଇଥିବା ବିଶ୍ୱାସକୁ ଯଥାର୍ଥତା ଦେବା।

The post ମହାରାଷ୍ଟ୍ରରେ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.