ମହାଶିବରାତ୍ରିରେ ମଧୁପୁର ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା
ଅସ୍ତରଙ୍ଗ,୮।୩: ଆଜି ପବିତ୍ର ମହାଶିବରାତ୍ରି। ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ। ଶ୍ରଦ୍ଧାଳୁ ଉପବାସ ରଖି ମହାଦେବଙ୍କୁ ଦର୍ଶନ ପାଇ ଲମ୍ବା ଲାଇନ ଲାଗିଛନ୍ତି। ହେଲେ ପୁରୀ ଜିଲା ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ ହୋଇପଡିଛି। ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ୧୪୪ ଧାରା ଜାରି କରାଯାଇଛି। ଏପରିକି ଗାଁରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ସମ୍ମୁଖରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏପରି କି ଅଷ୍ଟପ୍ରହରୀ […] The post ମହାଶିବରାତ୍ରିରେ ମଧୁପୁର ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା appeared first on Dharitri Odia News.
ଅସ୍ତରଙ୍ଗ,୮।୩: ଆଜି ପବିତ୍ର ମହାଶିବରାତ୍ରି। ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ। ଶ୍ରଦ୍ଧାଳୁ ଉପବାସ ରଖି ମହାଦେବଙ୍କୁ ଦର୍ଶନ ପାଇ ଲମ୍ବା ଲାଇନ ଲାଗିଛନ୍ତି। ହେଲେ ପୁରୀ ଜିଲା ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ ହୋଇପଡିଛି।
ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ୧୪୪ ଧାରା ଜାରି କରାଯାଇଛି। ଏପରିକି ଗାଁରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ସମ୍ମୁଖରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏପରି କି ଅଷ୍ଟପ୍ରହରୀ ନାମଯଜ୍ଞକୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।
The post ମହାଶିବରାତ୍ରିରେ ମଧୁପୁର ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା appeared first on Dharitri Odia News.