ମହିଳା RI ଙ୍କ ସହ ଅତିରିକ୍ତ ତହସିଲଦାର କରୁଥିଲେ ଏମିତି...ଅଭିଯୋଗ ପରେ ବି ଆକ୍ସନ ନେଉନି ପୋଲିସ....

ପିପିଲିରେ ମହିଳା ଆରଆଇଙ୍କୁ ଅତିରିକ୍ତ ତହସିଲଦାର ଦେଉଥିଲେ ନିର୍ଯାତନା | ଥାନାରେ ମାମଲାକୁ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇନଥିବା ବେଳେ ସ୍ଥାନୀୟ ଅଂଚଳରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ