ମହିଳା ମହାବିଦ୍ୟାଳୟ ୮୭-୯୦ ବ୍ୟାଚ ବାନ୍ଧବୀଙ୍କ ବନ୍ଧୁ ମିଳନ
ସମ୍ବଲପୁର:ମହିଳା ମହାବିଦ୍ୟାଳୟ ୮୭-୯୦ ବ୍ୟାଚ ବାନ୍ଧବୀ ମାନଙ୍କ ଏକ ବନ୍ଧୁ ମିଳନ ଆଜି ଅନୁଷ୍ଠିତ ହୋଇଯାଇଛି। ଲଷ୍ମୀ ଟକିଜ ନିକଟ ଏକ ହୋଟେଲରେ ଏହି ବନ୍ଧୁ ମିଳନ ହୋଇଥିଲା। ଉଭୟେ ଉଭୟଙ୍କ ମଧ୍ୟରେ ପୁରୁଣା ଦିନର ସ୍ମୃତି ଚାରଣ କରି ପ୍ରତି ବର୍ଷ ଡିସେମ୍ବର ମାସରେ ସମସ୍ତଙ୍କ ମାଧ୍ୟ୍ୟରେ ବନ୍ଧୁତା ଭାବ ବିନିମୟ କରିବାକୁ ଆଜି ନିଷ୍ପତ୍ତି ନିଆଯାଇ ବିଭିନ୍ନ ନାଚ ଗୀତର ଆୟୋଜନ କରାଯାଇଥିଲା। The post ମହିଳା ମହାବିଦ୍ୟାଳୟ ୮୭-୯୦ ବ୍ୟାଚ ବାନ୍ଧବୀଙ୍କ ବନ୍ଧୁ ମିଳନ appeared first on Odisha.News.

ସମ୍ବଲପୁର:ମହିଳା ମହାବିଦ୍ୟାଳୟ ୮୭-୯୦ ବ୍ୟାଚ ବାନ୍ଧବୀ ମାନଙ୍କ ଏକ ବନ୍ଧୁ ମିଳନ ଆଜି ଅନୁଷ୍ଠିତ ହୋଇଯାଇଛି। ଲଷ୍ମୀ ଟକିଜ ନିକଟ ଏକ ହୋଟେଲରେ ଏହି ବନ୍ଧୁ ମିଳନ ହୋଇଥିଲା।
ଉଭୟେ ଉଭୟଙ୍କ ମଧ୍ୟରେ ପୁରୁଣା ଦିନର ସ୍ମୃତି ଚାରଣ କରି ପ୍ରତି ବର୍ଷ ଡିସେମ୍ବର ମାସରେ ସମସ୍ତଙ୍କ ମାଧ୍ୟ୍ୟରେ ବନ୍ଧୁତା ଭାବ ବିନିମୟ କରିବାକୁ ଆଜି ନିଷ୍ପତ୍ତି ନିଆଯାଇ ବିଭିନ୍ନ ନାଚ ଗୀତର ଆୟୋଜନ କରାଯାଇଥିଲା।
The post ମହିଳା ମହାବିଦ୍ୟାଳୟ ୮୭-୯୦ ବ୍ୟାଚ ବାନ୍ଧବୀଙ୍କ ବନ୍ଧୁ ମିଳନ appeared first on Odisha.News.