ମହିଳାଙ୍କୁ ଯୌନ ଶୋଷଣ: କଂପାନୀ ମାଲିକ ଅଟକ
ଭୁବନେଶ୍ବର:ଫାଇନାନ୍ସ କଂପାନୀ ମାଲିକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ମାଲିକଙ୍କ ନାଁ ରେ। କୌଣସି ଉପାନ୍ତ ଅଞ୍ଚଳର ଏ ଘଟଣା ନୁହେଁ। ରାଜଧାନୀ ଛାତିରେ ଘଟିଛି ଏଭଳି ଘଟଣା। ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ କଂପାନୀ ମାଲିକଙ୍କ ନାଁରେ ଅଭିଯୋଗ ହୋଇଛି। ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।କଂପାନୀରେ କାର୍ଯ୍ୟରତ ମହିଳା। ଭଲ ଦରମା ଓ ପଦୋନ୍ନତି ପାଇଁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା […]

ଭୁବନେଶ୍ବର:ଫାଇନାନ୍ସ କଂପାନୀ ମାଲିକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ମାଲିକଙ୍କ ନାଁ ରେ। କୌଣସି ଉପାନ୍ତ ଅଞ୍ଚଳର ଏ ଘଟଣା ନୁହେଁ। ରାଜଧାନୀ ଛାତିରେ ଘଟିଛି ଏଭଳି ଘଟଣା। ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ କଂପାନୀ ମାଲିକଙ୍କ ନାଁରେ ଅଭିଯୋଗ ହୋଇଛି। ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।କଂପାନୀରେ କାର୍ଯ୍ୟରତ ମହିଳା। ଭଲ ଦରମା ଓ ପଦୋନ୍ନତି ପାଇଁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ ମାଲିକଙ୍କ ଅସଲ ରୂପ ପଦାରେ ପଡିଛି। ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ସଂପୃକ୍ତ ମାଲିକଙ୍କୁ ଉଠାଇ ଆଣି ପୋଲିସର ପଚରାଉଚରା କରିଛି।