ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ
ଛତ୍ରପୁର,୩ା୩(ଦିଲ୍ଲୀପ ସାମଲ): ଛତ୍ରପୁର ମେନ୍ରୋଡ୍ଠାରେ ଥିବା ଏକ ଘରୋଇ ମଲ୍ ପରିସରରେ ମହୁମାଛି ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ସେମାନେ ହେଲେ ଯୁବରାଜ ବେହେରା, ରାଜେଶ ବେହେରା, ଶିବରାମ ସାହୁ ଓ ସୁଧାଂଶୁ ରାଉଳଙ୍କ ସମେତ ୮ ମହିଳା ଓ ପୁରୁଷ, ସେମାନେ କହିବା ଅନୁସାରେ ରବିବାର ମଧ୍ୟାହ୍ନରେ ଉକ୍ତ ମଲ୍କୁ ବିଭିନ୍ନ ସାମଗ୍ରୀ କ୍ରୟ କରିବାକୁ ଯାଉଥିବା ବେଳେ […] The post ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ appeared first on Dharitri Odia News.
ଛତ୍ରପୁର,୩ା୩(ଦିଲ୍ଲୀପ ସାମଲ): ଛତ୍ରପୁର ମେନ୍ରୋଡ୍ଠାରେ ଥିବା ଏକ ଘରୋଇ ମଲ୍ ପରିସରରେ ମହୁମାଛି ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ସେମାନେ ହେଲେ ଯୁବରାଜ ବେହେରା, ରାଜେଶ ବେହେରା, ଶିବରାମ ସାହୁ ଓ ସୁଧାଂଶୁ ରାଉଳଙ୍କ ସମେତ ୮ ମହିଳା ଓ ପୁରୁଷ, ସେମାନେ କହିବା ଅନୁସାରେ ରବିବାର ମଧ୍ୟାହ୍ନରେ ଉକ୍ତ ମଲ୍କୁ ବିଭିନ୍ନ ସାମଗ୍ରୀ କ୍ରୟ କରିବାକୁ ଯାଉଥିବା ବେଳେ ସେଠାରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।
The post ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ appeared first on Dharitri Odia News.