ମା’ ସୁଭଦ୍ରା ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହାଁ ଧକ୍କା, ଏକାଧିକ ଆହତ
ଆଠଗଡ଼ ୦୭।୦୪ : କଟକ ତିଗିରିଆ ୬୫ ନମ୍ବର ରାଜ୍ୟ ରାଜପଥ ପାଞ୍ଚଗାଁ ବୁଲାଣି ଠାରେ ସଡ଼କ ଦୁର୍ଘଟଣା । ବସ୍- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ମା ସୁଭଦ୍ରା ନାମ ଏକ ଘରୋଇ ବସ୍ କଟକ ନରସିଂହପୁରରୁ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ କଟକରୁ ଆସୁଥିଲା । ତିଗିରିଆ ୬୫ ନମ୍ବର ରାଜ୍ୟ ରାଜପଥ ପାଞ୍ଚଗାଁ ବୁଲାଣି ନିକଟରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଠଗଡ଼ ୦୭।୦୪ : କଟକ ତିଗିରିଆ ୬୫ ନମ୍ବର ରାଜ୍ୟ ରାଜପଥ ପାଞ୍ଚଗାଁ ବୁଲାଣି ଠାରେ ସଡ଼କ ଦୁର୍ଘଟଣା । ବସ୍- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଖବର ଅନୁଯାୟୀ, ମା ସୁଭଦ୍ରା ନାମ ଏକ ଘରୋଇ ବସ୍ କଟକ ନରସିଂହପୁରରୁ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ କଟକରୁ ଆସୁଥିଲା । ତିଗିରିଆ ୬୫ ନମ୍ବର ରାଜ୍ୟ ରାଜପଥ ପାଞ୍ଚଗାଁ ବୁଲାଣି ନିକଟରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।