ମାଂସ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ

ସୋର: ଖନ୍ତାପଡ଼ା ଥାନା ବେଗୁନିଆ ନିକଟରେ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। କଲକାତାରୁ ବେଙ୍ଗାଲୁରୁ କଣ୍ଟେନରରେ ମାଂସ ଚାଲାଣ ହେଉଥିବାବେଳେ ପୁଲିସ ଜବତ କରିଛି। ବେଗୁନିଆ ନିକଟରେ କଣ୍ଟେନରକୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ କଣ୍ଟେନରରେ ମାଂସ ବୋଝେଇ ହୋଇ କଲକାତାରୁ ବେଙ୍ଗାଲୁରୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା। କଣ୍ଟେନର ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି।