ମାଆଙ୍କ ଆବାହନରେ ପ୍ରକମ୍ପିତ ପୂଜାମଣ୍ଡପ
ମାଆଙ୍କ ଆବାହନରେ ପ୍ରକମ୍ପିତ ପୂଜାମଣ୍ଡପ। ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା।
ମାଆଙ୍କ ଆବାହନରେ ପ୍ରକମ୍ପିତ ପୂଜାମଣ୍ଡପ। ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଏଥର ପୂଜାରେ ମୁଖ୍ୟ ଆକର୍ଷଣ ସାଜିଛି କଟକର ଖାନନଗର ତୋରଣ। ଚଳିତ ବର୍ଷ ଖାନନଗର ପୂଜା କମିଟି ପକ୍ଷରୁ ବୈଷ୍ଣବ ଦେବୀ ମନ୍ଦିର ନିର୍ମାଣ ହୋଇଛି।