ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା ଜେରିଆଟ୍ରିକ ୱାର୍ଡରେ ପହଞ୍ଚିିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ। ଏହା ପରେ ସେ ଜେରିଆଟ୍ରିକ ୱାର୍ଡରେ ତାଙ୍କ ମା’ଙ୍କ ନିକଟରେ ପହଞ୍ଚିଥିଲେ। ସେ ୱାର୍ଡରେ ତାଙ୍କ ମା’ଙ୍କ ସହିତ ପ୍ରାୟ ୩୦ମିନିଟ ବିତାଇଥିଲେ। ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥଙ୍କ ମା’ କିଛି ଦିନ ହେବ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ […] The post ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ appeared first on Dharitri Odia News.

ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା ଜେରିଆଟ୍ରିକ ୱାର୍ଡରେ ପହଞ୍ଚିିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ।

ଏହା ପରେ ସେ ଜେରିଆଟ୍ରିକ ୱାର୍ଡରେ ତାଙ୍କ ମା’ଙ୍କ ନିକଟରେ ପହଞ୍ଚିଥିଲେ। ସେ ୱାର୍ଡରେ ତାଙ୍କ ମା’ଙ୍କ ସହିତ ପ୍ରାୟ ୩୦ମିନିଟ ବିତାଇଥିଲେ। ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥଙ୍କ ମା’ କିଛି ଦିନ ହେବ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ଚିକିତ୍ସା ପରାମର୍ଶ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଯାଞ୍ଚ ପାଇଁ ସମୟ ସମୟରେ ଡାକ୍ତରଖାନାକୁ ଆସିବାକୁ ପଡିବ।

The post ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ appeared first on Dharitri Odia News.