ମାଓ ପ୍ରବଣ ନିୟମଗିରିରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
କଲ୍ୟାଣସିଂହପୁର: ମାଉ ପ୍ରବଣ ନିୟମଗିରି ଅଞ୍ଚଳରେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ମାଓବାଦୀଙ୍କ ଦ୍ବାରା ପ୍ରଭାବିତ ହେଇ କୋୖଣସି ସରକାରୀ ସୁବିଧା ଗ୍ରହଣ କରୁନଥିଲେ। ବର୍ତ୍ତମାନ ସ୍ଥିତି ସୁଧୁରିବା ପରେ ଧିରେ ଧିରେ ସମସ୍ତ ସରକାରୀ ଯୋଜନାକୁ ଗହଣ କରିବାକୁ ଲାଗିଛନ୍ତି ଡଙ୍ଗରିଆ। ଆଜି ନିୟମଗିରି ଅଂଚଳର ପ୍ରଶାସନ ତରଫରୁ ମ୍ୟାଲେରିଆ, ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।