ମା’ଙ୍କ ଚଇତି ପର୍ବ ପାଇଁ ପ୍ରସ୍ତୁତି || BADAKHABAR TV

କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା' ତାରିଣୀଙ୍କ ଘଟଗାଁ ପିଠରେ ପାଳିତ ହେବ ଚଇତି ପର୍ବ...ପ୍ରତିବର୍ଷ ଅପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ ମାଆଙ୍କର ଏହି ପର୍ବ.. ତେବେ ଚଇତି ପାଇଁ ଧୁମଧାମରେ ଚାଲିଛି