ମା’ଙ୍କୁ ଠେଙ୍ଗାରେ ପିଟିମାରି ଦେଲେ ପୁଅ
ସୁନ୍ଦରଗଡ,୧।୧୨(ଜୟ ନାରାୟଣ ମେଣ୍ଡୁଳି): ମା’ଆଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ତୁମୁଲିଆ ଗ୍ରାମରେ। ଶନିବାର ରାତିରେ ମଦ ନିଶାରେ ପୁଅ ଏହି ଘଟଣା ଘଟାଇଛି ମୃତା ମା’ ହେଲେ ସବିତା।ଲାକଡା (୫୦)। ଖବର ପାଇ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଅଭିଯୁକ୍ତ ପୁଅ ବିଶ୍ବ ଲାକଡାକୁ […] The post ମା’ଙ୍କୁ ଠେଙ୍ଗାରେ ପିଟିମାରି ଦେଲେ ପୁଅ appeared first on Dharitri Odia News.
ସୁନ୍ଦରଗଡ,୧।୧୨(ଜୟ ନାରାୟଣ ମେଣ୍ଡୁଳି): ମା’ଆଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ତୁମୁଲିଆ ଗ୍ରାମରେ। ଶନିବାର ରାତିରେ ମଦ ନିଶାରେ ପୁଅ ଏହି ଘଟଣା ଘଟାଇଛି ମୃତା ମା’ ହେଲେ ସବିତା।ଲାକଡା (୫୦)। ଖବର ପାଇ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଅଭିଯୁକ୍ତ ପୁଅ ବିଶ୍ବ ଲାକଡାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସଇତାନ ସାଜିଲା ପୁଅ
The post ମା’ଙ୍କୁ ଠେଙ୍ଗାରେ ପିଟିମାରି ଦେଲେ ପୁଅ appeared first on Dharitri Odia News.