ମାଟ୍ରିକ ପିଲାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
କେନ୍ଦ୍ରାପଡ଼ା: ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଉଥିବା ଗାଡ଼ି। କେନ୍ଦ୍ରାପଡ଼ା ରାଜନଗର ବାଘମାରୀ ନିକଟରେ ଓଲଟିଲା ବୋଲେରୋ। ଏକ ନାଳକୁ ଓଲଟି... The post ମାଟ୍ରିକ ପିଲାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ appeared first on .
କେନ୍ଦ୍ରାପଡ଼ା: ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଉଥିବା ଗାଡ଼ି। କେନ୍ଦ୍ରାପଡ଼ା ରାଜନଗର ବାଘମାରୀ ନିକଟରେ ଓଲଟିଲା ବୋଲେରୋ। ଏକ ନାଳକୁ ଓଲଟି ପଡିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ବୋଲେରୋ।
ବାଘମାରୀର ବିବେକାନନ୍ଦ ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ବୋଲରରେ ଯିବା ସମୟରେ ଏକ ସାଇକେଲକୁ ଧକ୍କା ଦେଇ ନାଳକୁ ଓଲଟି ପଡ଼ିଥିଲା। ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ସାଇକେଲ ଆରୋହୀ ସୁବୋଧ୍ୟ ମଣ୍ଡଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।
The post ମାଟ୍ରିକ ପିଲାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ appeared first on .