ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ. ମାଲପଡା ପଞ୍ଚାୟତ ର ସରଗୁଲ ଠାରେ ମାଣ୍ଡିଆ ମଣ୍ଡି ସୋମବାର ଉଦଘାଟନ ହୋଇଯାଇଛି।ଏହି ଅବସରରେ କଳାହାଣ୍ଡି ର ଟିଡିସିସି ଏଏମଓ ସୌଭାଗ୍ୟ ସାହୁ,ପୂର୍ବତନ ଶାଖା ପରିଚାଳକ ଚୈତନ୍ୟ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ବରୁଣ ଛତ୍ରୀଆ,କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଏଓ […] The post ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ appeared first on Odisha.News.

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ. ମାଲପଡା ପଞ୍ଚାୟତ ର ସରଗୁଲ ଠାରେ ମାଣ୍ଡିଆ ମଣ୍ଡି ସୋମବାର ଉଦଘାଟନ ହୋଇଯାଇଛି।ଏହି ଅବସରରେ କଳାହାଣ୍ଡି ର ଟିଡିସିସି ଏଏମଓ ସୌଭାଗ୍ୟ ସାହୁ,ପୂର୍ବତନ ଶାଖା ପରିଚାଳକ ଚୈତନ୍ୟ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ବରୁଣ ଛତ୍ରୀଆ,କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଏଓ ଅରୁଣ ଚନ୍ଦ୍ର ପାଢ଼ୀ,ମାଣ୍ଡିଆ କିଣାବିକା ପରିଚାଳନା ଅନୁଷ୍ଠାନ ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମିନା କୁମାରୀ, ହିସାବ ରକ୍ଷକ ମଧୁସୂଦନ ସାହୁ ଯୋଗ ଦେଇ ମାଣ୍ଡିଆମଣ୍ଡି କୁ ଉଦଘାଟନ କରିବା ସହ ମଣ୍ଡି ରେ କିଭଳି ଉତ୍ତମ ମାନର ମାଣ୍ଡିଆ ଆସିବ ,ସେ ଦିଗରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଭାନୁମତି ପଧାନ, କମଳ ସୁନା,ଜୀବର୍ଦ୍ଧନ ସାହୁ,ଧୁରବନ ବାଗ, ବାଲ୍ମୀକି ଛତ୍ରୀଆ,ଚାଷୀ କୃପା ସିନ୍ଧୁ ଛତ୍ରୀଆ, କୌଶିକ କୁମାର, ମିନି କେତନ ମହାନନ୍ଦ, ଗରୁଡ଼ ଛତ୍ରୀଆ,ପ୍ରଦୀପ କିଶୋର ଛତ୍ରୀଆ ସହଯୋଗ କରିଥିଲେ।
The post ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ appeared first on Odisha.News.