ମାଣ୍ଡିପଙ୍କା ଜଙ୍ଗଲରୁ ୯୫କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ  ଥାନା ଅଧିନ ମାଣ୍ଡିପଙ୍କା ଗାଁ ନିକଟ ଜଙ୍ଗଲରୁ ୯୫ କେଜି ଗଞ୍ଜେଇ ଜବତ କରା ଯାଇଥିବା ଦାରିଙ୍ଗିବାଡ଼ି ଥାନା ଅଧିକାରୀଙ୍କ ଚିରଞ୍ଜିବୀ ବେହେରାଙ୍କ ସୂଚନା ରହିଛି। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠି, କନେଷ୍ଟବଲ୍ ଚମ୍ପତି କହଁରଙ୍କ ସହିତ ଗୃହରକ୍ଷୀ ଦଳ ମାଣ୍ଡିପଙ୍କା ଗାଁ ନିକଟ ଜଙ୍ଗଲରୁ ଗଞ୍ଜେଇଥିବା ତିନୋଟି ଅଖା ଜବତ କରି ଆଣିଥିବା ଜଣାପଡିଛି। […]

ମାଣ୍ଡିପଙ୍କା ଜଙ୍ଗଲରୁ ୯୫କେଜି ଗଞ୍ଜେଇ ଜବତ
ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ  ଥାନା ଅଧିନ ମାଣ୍ଡିପଙ୍କା ଗାଁ ନିକଟ ଜଙ୍ଗଲରୁ ୯୫ କେଜି ଗଞ୍ଜେଇ ଜବତ କରା ଯାଇଥିବା ଦାରିଙ୍ଗିବାଡ଼ି ଥାନା ଅଧିକାରୀଙ୍କ ଚିରଞ୍ଜିବୀ ବେହେରାଙ୍କ ସୂଚନା ରହିଛି। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠି, କନେଷ୍ଟବଲ୍ ଚମ୍ପତି କହଁରଙ୍କ ସହିତ ଗୃହରକ୍ଷୀ ଦଳ ମାଣ୍ଡିପଙ୍କା ଗାଁ ନିକଟ ଜଙ୍ଗଲରୁ ଗଞ୍ଜେଇଥିବା ତିନୋଟି ଅଖା ଜବତ କରି ଆଣିଥିବା ଜଣାପଡିଛି। ଦାରିଙ୍ଗିବାଡ଼ି ଥାନା ପକ୍ଷରୁ କେସ ନମ୍ବର ୯୯/ ୨୪ ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।