ମାତ୍ର ୬୦ ହଜାର ଜମା କଲେ, ଏତିକି ବର୍ଷ ପରେ ମିଳିବ ୧୫,୭୭,୮୨୦ ଟଙ୍କା

ନୂଆଦିଲ୍ଲୀ: ପିପିଏଫ ଯୋଜନାରେ ୫୦୦ ଟଙ୍କା ନିବେଶରୁ ଆରମ୍ଭ କରାଯାଉଛି, ୧୫ ବର୍ଷରେ କମ୍ପାଉଡିଙ୍ଗ ସହ ଏହି ଟଙ୍କା ବଡ଼ ରାଶିରେ ପରିଣତ ହୋଇଯାଉଛି। ତେବେ ଏହି ଯୋଜନା ପ୍ରତି ନିବେଶକଙ୍କ ପାଇଁ ଏକ ଉତ୍ତମ ନିବେଶ ଯୋଜନା। ତେବେ ଆସନ୍ତୁ ଜାଣିବା ୬୦ ହଜାର ରଖିଲେ କିପରି ୧୫ ଲକ୍ଷ୍ୟ ଟଙ୍କା ଆପଣ ପାଇବେ। ଯଦି ଆପଣ ପ୍ରତି ମାସରେ ୫ହଜାର ଟଙ୍କା ନିବେଶ କରୁଛନ୍ତି, ତେବେ ଏହି ରାଶି ଗୋଟିଏ ବର୍ଷରେ ୬୦ ହଜାର […]

ମାତ୍ର ୬୦ ହଜାର ଜମା କଲେ, ଏତିକି ବର୍ଷ ପରେ ମିଳିବ ୧୫,୭୭,୮୨୦ ଟଙ୍କା

ନୂଆଦିଲ୍ଲୀ: ପିପିଏଫ ଯୋଜନାରେ ୫୦୦ ଟଙ୍କା ନିବେଶରୁ ଆରମ୍ଭ କରାଯାଉଛି, ୧୫ ବର୍ଷରେ କମ୍ପାଉଡିଙ୍ଗ ସହ ଏହି ଟଙ୍କା ବଡ଼ ରାଶିରେ ପରିଣତ ହୋଇଯାଉଛି। ତେବେ ଏହି ଯୋଜନା ପ୍ରତି ନିବେଶକଙ୍କ ପାଇଁ ଏକ ଉତ୍ତମ ନିବେଶ ଯୋଜନା। ତେବେ ଆସନ୍ତୁ ଜାଣିବା ୬୦ ହଜାର ରଖିଲେ କିପରି ୧୫ ଲକ୍ଷ୍ୟ ଟଙ୍କା ଆପଣ ପାଇବେ।

ଯଦି ଆପଣ ପ୍ରତି ମାସରେ ୫ହଜାର ଟଙ୍କା ନିବେଶ କରୁଛନ୍ତି, ତେବେ ଏହି ରାଶି ଗୋଟିଏ ବର୍ଷରେ ୬୦ ହଜାର ହେଉଛି। ସେହିପରି ଯଦି ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଏହି ନିବେଶକୁ ଜାରି ରଖନ୍ତି ତେବେ ସମୁଦାୟ ନିବେଶ ୯,୦୦,୦୦୦ ଟଙ୍କା ହେଉଛି।

ହେଲେ ପିପିଏଫ ଯୋଜନାର ଖାସ କଥା ହେଉଛି ଏହାର କମ୍ପାଉଣ୍ଡିଙ୍ଗ। ଏହି ଯୋଜନାର ମାଚ୍ୟୁରିଟୀ ଉପରେ ଆପଣଙ୍କୁ ୧୫ ଲକ୍ଷ ୭୭ ହଜାର ୮୨୦ ଟଙ୍କା ରାଶି ମିଳିବ। ଏଥିରେ ୯ ଲକ୍ଷ ଆପଣଙ୍କର ମୂଳ ନିବେଶ ଏବଂ ୬,୭୭,୮୧୯ ସୁଧ ଭାବେ ଆପଣଙ୍କୁ ମିଳିବ। ଏହା ଜାଣିବା ଆବଶ୍ୟକ ଯେ, ଆପଣଙ୍କ ନିବେଶ କେବଳ ସୁରକ୍ଷିତ ନୁହେଁ, ବରଂ ଏକ ଲମ୍ବା ସମୟରେ ଏହା ଏକ ବଡ଼ ଫଣ୍ଡ ପ୍ରସ୍ତୁତ କରିଥାଏ।