ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ, ୩୭୦ ପେଟ୍ରୋଲ ପମ୍ପରେ ମାପରେ ଗଫଲତି : ଖାଉଟି କଲ୍ୟାଣ ମନ୍ତ୍ରୀ
ଭୁବନେଶ୍ବର ୨୮।୮: ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ଏ ନେଇ ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।ମନ୍ତ୍ରୀ କହିଛନ୍ତି, ଯାଞ୍ଚ ବେଳେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଗଫଲତି କରିଥିବା ଜଣାପଡ଼ିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ୧୦୧ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ମନ୍ତ୍ରୀ କହିଛନ୍ତି ।You Can Read:ବାର୍ଡ଼ ଫ୍ଲୁ ଚିହ୍ନଟ ଅଞ୍ଚଳରେ କୁକୁଡ଼ା ନେବା ଆଣିବାରେ କଟକଣା, ସଂକ୍ରମିତ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରୁ ଖାଇପାରିବେ ଚିକେନ୍
ଭୁବନେଶ୍ବର ୨୮।୮: ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ଏ ନେଇ ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଯାଞ୍ଚ ବେଳେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଗଫଲତି କରିଥିବା ଜଣାପଡ଼ିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ୧୦୧ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ମନ୍ତ୍ରୀ କହିଛନ୍ତି ।
You Can Read: