ମା’ବିରଜାଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥଖଳାରେ ପ୍ରସ୍ତୁତ ହେଉଛି ରଥ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଯାଜପୁର : ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମା’ ଙ୍କ ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହେବା ସହ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା’ ଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତି ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ଦୁର୍ଗୋତ୍ସବରେ ମା’ଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥ […] The post ମା’ବିରଜାଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥଖଳାରେ ପ୍ରସ୍ତୁତ ହେଉଛି ରଥ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ appeared first on KNews Odisha.

ମା’ବିରଜାଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥଖଳାରେ ପ୍ରସ୍ତୁତ ହେଉଛି ରଥ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ
rathakhala maa biraja

ଯାଜପୁର : ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମା’ ଙ୍କ ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହେବା ସହ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା’ ଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତି ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସେପଟେ ଦୁର୍ଗୋତ୍ସବରେ ମା’ଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥ ଖଳାରେ ପ୍ରସ୍ତୁତ ହେଉଛି ରଥ।  ପ୍ରତିପଦା ଠାରୁ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ୯ ଦିନ ଧରି ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରିବେ ମା’। ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳୁନଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

The post ମା’ବିରଜାଙ୍କ ରଥଯାତ୍ରା ପରମ୍ପରା ପାଇଁ ରଥଖଳାରେ ପ୍ରସ୍ତୁତ ହେଉଛି ରଥ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ appeared first on KNews Odisha.