ମାମୁଙ୍କୁ ହରାଇଲା ବିଜେଡି, ଭଣଜାଙ୍କୁ ହରାଇଲା ବିଜେପି
ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେପିରୁ ନିର୍ବାଚନ ଲଢୁଥିଲେ ମାମୁ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିର୍ବାଚନ ଲଢୁଥିଲେ ଭଣଜା ପ୍ରୀତିରଞ୍ଜନ ଘଡ଼ାଇ ।
ଦଳ ହୁଏତ ଅଲଗା ଅଲଗା କିନ୍ତୁ ନିର୍ବାଚନ ମୈଦାନରେ ଫାଇଟ ଥିଲା ପୁରା ଜବରଦସ୍ତ। ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେପିରୁ ନିର୍ବାଚନ ଲଢୁଥିଲେ ମାମୁ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିର୍ବାଚନ ଲଢୁଥିଲେ ଭଣଜା ପ୍ରୀତିରଞ୍ଜନ ଘଡ଼ାଇ । ଦେଖନ୍ତୁ ପୂରା ରିପୋର୍ଟ।