ମାଲକାନଗିରି ପାଇଁ ଖୁସି ଖବର: ୫ ତାରିଖରୁ ଉଡ଼ାଣ କରିବ ଯାତ୍ରୀବାହୀ ବିମାନ
ମାଲକାନଗିରି,୧।୩: ମାଲକାନଗିରି ଜିଲାବାସୀଙ୍କ ପାଇଁ ଖୁସି ଖବର, ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ କରିବ । ଏ ନେଇ ଏୟାର ଅନ୍ ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ପୁଣି ଥରେ ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । The post ମାଲକାନଗିରି ପାଇଁ ଖୁସି ଖବର: ୫ ତାରିଖରୁ ଉଡ଼ାଣ କରିବ ଯାତ୍ରୀବାହୀ ବିମାନ appeared first on Dharitri Odia News.
ମାଲକାନଗିରି,୧।୩: ମାଲକାନଗିରି ଜିଲାବାସୀଙ୍କ ପାଇଁ ଖୁସି ଖବର, ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ କରିବ । ଏ ନେଇ ଏୟାର ଅନ୍ ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ପୁଣି ଥରେ ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା ।
The post ମାଲକାନଗିରି ପାଇଁ ଖୁସି ଖବର: ୫ ତାରିଖରୁ ଉଡ଼ାଣ କରିବ ଯାତ୍ରୀବାହୀ ବିମାନ appeared first on Dharitri Odia News.