ମାଲିକଙ୍କ ବିଶ୍ୱାସରେ ବିଷ ଦେଲା ଚାକରାଣୀ, ଘରେ ବୁଲାଇଲା କଳାକନା

ଭୁବନେଶ୍ବର ୪।୧୨: ମାଲିକଙ୍କ ବିଶ୍ୱାସରେ ବିଷ ଦେଲା ଚାକରାଣୀ । ଘରେ ବୁଲାଇଲା କଳାକନା । ନେଇଗଲା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏନେଇ ପାହାଳ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଚାକରାଣୀ ପୁଷ୍ପା ବେହେରାକୁ ଗିରଫ କରିଛି ପୋଲିସ । ତା ନିକଟରୁ ଦୁଇଟି ହୀରା ମୁଦି, ୫ଟି ସୁନା ହାର, ଦୁଇଟି କାନ ଫୁଲ, ଦୁଇଟି ସୁନା ଲକେଟ୍ ଜବତ କରିଛି ପୋଲିସ ।You Can Read:ସାଇକେଲ ଧରି ଛିଡା ହୋଇଥିଲେ ଦୁଇ ଛାତ୍ର, ଧକ୍କା ଦେଲା ପିକଅପ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ 

ମାଲିକଙ୍କ ବିଶ୍ୱାସରେ ବିଷ ଦେଲା ଚାକରାଣୀ, ଘରେ ବୁଲାଇଲା କଳାକନା

ଭୁବନେଶ୍ବର ୪।୧୨: ମାଲିକଙ୍କ ବିଶ୍ୱାସରେ ବିଷ ଦେଲା ଚାକରାଣୀ । ଘରେ ବୁଲାଇଲା କଳାକନା । ନେଇଗଲା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏନେଇ ପାହାଳ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଚାକରାଣୀ ପୁଷ୍ପା ବେହେରାକୁ ଗିରଫ କରିଛି ପୋଲିସ । ତା ନିକଟରୁ ଦୁଇଟି ହୀରା ମୁଦି, ୫ଟି ସୁନା ହାର, ଦୁଇଟି କାନ ଫୁଲ, ଦୁଇଟି ସୁନା ଲକେଟ୍ ଜବତ କରିଛି ପୋଲିସ ।

You Can Read:

ସାଇକେଲ ଧରି ଛିଡା ହୋଇଥିଲେ ଦୁଇ ଛାତ୍ର, ଧକ୍କା ଦେଲା ପିକଅପ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ