ମାଳମାଳ ପ୍ଲଟକୁ ଦାମୀ ଫ୍ଲାଟ୍

ମାଳମାଳ ପ୍ଲଟକୁ ଦାମୀ ଫ୍ଲାଟ୍ । ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍ କରି ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଯାଏଁ ଠାବ ହେଲାଣି ୧୧ ପ୍ଲଟ୍ ସାଙ୍ଗକୁ ୨ଟି ଦାମୀ ଫ୍ଲାଟ୍ ଓ ଗୋଟିଏ ବହୁତଳ ପ୍ରାସାଦ। 

ମାଳମାଳ ପ୍ଲଟକୁ ଦାମୀ ଫ୍ଲାଟ୍
Array