ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ ବୁକ୍ ଡିପୋରୁ ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ । ଶିମିଳିପାଳ ଉପରେ ଲେଖାଯାଇଥିବା ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ । ସିକ୍ରେଟ ଅଫ ଶିମିଳିପାଳ ଓ ଆର୍ଯ୍ୟନ୍ ସ ନାମକ ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ।   The post ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ ବୁକ୍ ଡିପୋରୁ ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ । ଶିମିଳିପାଳ ଉପରେ ଲେଖାଯାଇଥିବା ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ । ସିକ୍ରେଟ ଅଫ ଶିମିଳିପାଳ ଓ ଆର୍ଯ୍ୟନ୍ ସ ନାମକ ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ।

 

The post ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.