ମାସକରେ ବିବାହ ବନ୍ଧନରେ ବାନ୍ଧି ହେଲେଣି ୪ଜଣ ନେତା

କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା।

ମାସକରେ ବିବାହ ବନ୍ଧନରେ ବାନ୍ଧି ହେଲେଣି ୪ଜଣ ନେତା
Array