ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଗୋଟିଏ କି ଦୁଇଟା ନୁହେଁ, ଗତ ଦୁଇ ମାସରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମର ଅଚଳ ସ୍ଥିତି । ଜଙ୍କିଆଠୁ ନେଇ ନିରାକାରପୁର, ଟାଙ୍ଗୀଠୁ ନେଇ ନାଚୁଣୀ, ବାଲୁଗାଁ । ସବୁ ଏଟିଏମର ସମାନ ଅବସ୍ଥା ।

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ
Array