ମୀନ ରାଶି ବ୍ୟକ୍ତିଙ୍କୁ ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ, ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ

ମେଷ- ମନରେ ଗର୍ବ ଭାବ ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। ବୈବାହିକ ସୁଖ ବୃଦ୍ଧି ପାଇବ। ମାଆଙ୍କ ସାଥୀ ପାଇବେ। ବ୍ୟବସାୟରେ ଅସୁବିଧା ହୋଇପାରେ। ପିତାଙ୍କଠାରୁ ଅର୍ଥ ପ୍ରାପ୍ତି କରିପାରନ୍ତି।ବୃଷ- ବୃଷ ରାଶି ପାଇଁ ଘାତ ଚନ୍ଦ୍ର। ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି। ମନ ଅସୁବିଧାରେ ପଡ଼ିବ। ଚାକିରିରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ। ଆୟ ମଧ୍ୟ ବୃଦ୍ଧି ପାଇବ। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ।ମିଥୁନ- ଶାରୀରିକ କଷ୍ଟ ଅନୁଭବ କରିବେ। ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ। ଆୟ ବୃଦ୍ଧି ପାଇବ। ପରିଶ୍ରମ ଅଧିକ ହେବ | କର୍ମକ୍ଷେତ୍ରରେ ସଫଳତା ମିଳିବାରେ ବିଳମ୍ବ ହେବ।କର୍କଟ- ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ। କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭଦାୟକ।ସିଂହ- ମନ ଅଶାନ୍ତ ରହିପାରେ। କିଛି କଥାକୁନେଇ ଆଶାବାଦୀ ହୋଇ ରହିବେ। ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରିପାରନ୍ତି। ବନ୍ଧୁଙ୍

ମୀନ ରାଶି ବ୍ୟକ୍ତିଙ୍କୁ ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ, ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ

ମେଷ- ମନରେ ଗର୍ବ ଭାବ ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। ବୈବାହିକ ସୁଖ ବୃଦ୍ଧି ପାଇବ। ମାଆଙ୍କ ସାଥୀ ପାଇବେ। ବ୍ୟବସାୟରେ ଅସୁବିଧା ହୋଇପାରେ। ପିତାଙ୍କଠାରୁ ଅର୍ଥ ପ୍ରାପ୍ତି କରିପାରନ୍ତି।

ବୃଷ- ବୃଷ ରାଶି ପାଇଁ ଘାତ ଚନ୍ଦ୍ର। ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି। ମନ ଅସୁବିଧାରେ ପଡ଼ିବ। ଚାକିରିରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ। ଆୟ ମଧ୍ୟ ବୃଦ୍ଧି ପାଇବ। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ।

ମିଥୁନ- ଶାରୀରିକ କଷ୍ଟ ଅନୁଭବ କରିବେ। ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ। ଆୟ ବୃଦ୍ଧି ପାଇବ। ପରିଶ୍ରମ ଅଧିକ ହେବ | କର୍ମକ୍ଷେତ୍ରରେ ସଫଳତା ମିଳିବାରେ ବିଳମ୍ବ ହେବ।

କର୍କଟ- ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ। କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭଦାୟକ।

ସିଂହ- ମନ ଅଶାନ୍ତ ରହିପାରେ। କିଛି କଥାକୁନେଇ ଆଶାବାଦୀ ହୋଇ ରହିବେ। ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ।

କନ୍ୟା- ମନ ଖୁସି ରହିବ। ସୁଖ ସମ୍ମାନ ମିଳିବ। ପରିବାରର ସମର୍ଥନ ପାଇବେ। କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ପତ୍ନୀ ଙ୍କ ସହ ସମୟ ଅତିବାହିତ କରିବେ।

ତୁଳା- ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। କଳା କିମ୍ବା ସଙ୍ଗୀତ ପ୍ରତି ପ୍ରବୃତ୍ତି  ଆଗ୍ରହ ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଅସୁବିଧା ହୋଇପାରେ, ସତର୍କ ରୁହନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ।

ବିଛା - କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଲାଭ ସୁଯୋଗ ମିଳିବ। ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ- କାର୍ଯ୍ୟରେ ବିଳମ୍ବ ହେବ। ତଥାପି, ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ । ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ପ୍ରଗତି ପାଇଁ ସୁଯୋଗ ମିଳିପାରିବ। ଆୟ ବୃଦ୍ଧି ପାଇବ । କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି ।

ମକର- ମନ ଶାନ୍ତ ରହିବ। ବୈବାହିକ ସୁଖ ବୃଦ୍ଧି ପାଇବ। ଚାକିରିରେ ବିଦେଶ ଯିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଲାଭବାନ ହେବେ।

କୁମ୍ଭ- ଅଯଥା ଧନ କ୍ଷୟର ଯୋଗ ରହିଛି। ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ । ମନ ବିଚଳିତ ହୋଇପାରେ। ନିଜ ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିବାରେ ।

ମୀନ- ଉତ୍ତମ ଆୟର ଯୋଗ ରହିଛି। ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ସଂଯମ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ। ଆୟ ବୃଦ୍ଧି ପାଇବ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682