‘ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିକି ପାଉନି’

ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ।

‘ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିକି ପାଉନି’

ରବିବାର ଦିନ ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଥିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ। କହିଲେ, ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି।  ବିଜେଡି ଆରମ୍ଭ ବେଳେ ମୁଁ ନବୀନବାବୁଙ୍କ ସାଙ୍ଗରେ ଥିଲି। ସେତେବେଳେ ସେ ଭିନ୍ନ ମଣିଷ ଥିଲେ। ବହୁତ ଭଲ କାର୍ଯ୍ୟକ୍ରମ କରାଯାଉଥିଲା। ହେଲେ ବର୍ତ୍ତମାନ ନବୀନବାବୁ ବଦଳି ଯାଇଛନ୍ତି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।