ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ : ବିଧାୟିକା ସୁଜାତା ସାହୁ

ଯାଜପୁର ୩।୧୦: ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ରଣହୁଙ୍କାର ପରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ । ମୋର ଇସ୍ତଫା ଦେବାର ନାହିଁ ବୋଲି କହିଛନ୍ତି ଯାଜପୁର ବିଧାୟିକା । ସେ କହିଛନ୍ତି, ମୋ ଇସ୍ତଫା ଦେବାର ନାହିଁ କି ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏକଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ । ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ କହିଛନ୍ତି, ଉପନିର୍ବାଚନରେ ନୁହେଁ ବୋଲି ସୁଜାତା କହିଛନ୍ତି । ବିଜେଡିରେ   ଫାଟ ସୃଷ୍ଟି କରିବାକୁ ଏହା ଏକ କୁଚକ୍ରାନ୍ତ ଗୋଷ୍ଠୀଙ୍କ କାମ ବୋଲି ସେ କହିଛନ୍ତି ।ନିର୍ବାଚନରେ ପରାଜୟ ପରେ ଏକ ଜନ ସଂପର୍କ ପଦଯାତ୍ରା ଯୋଗ ଦେବା ପରେ ମଞ୍ଚରେ ବର୍ଷିଥିଲେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । କହିଛନ୍ତି ଆଜି ଆପଣମାନେ ମୋ ସମ୍ମାନ ରଖିଛନ୍ତି।ଆପଣମାନେ ମୋ ସାଙ୍ଗରେ ଥିବାରୁ ଶହେ ସିଂହର ବଳ ଆସିଛି । ମୁଁ ପୁଣି ଲଢିବାକୁ ରେଡ୍ଡି ଅଛି । ଚାରି ମାସ ହେଲାଣି ଏବଂ ତାର ଦୁଇ ମାସ ପୂର୍ବରୁ ମିଡିଆରେ ଗୋଟିଏ ନାଁ ବବି ଦାସ । You Can Read:ରାଜ୍ୟରେ ୬୯୬ କଲରାପତରିଆ ଚିହ୍ନଟ, ୨୦୨୨ରେ ସଂଖ୍ୟା ଥିଲା ୫୬୮

ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ : ବିଧାୟିକା ସୁଜାତା ସାହୁ

ଯାଜପୁର ୩।୧୦: ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ରଣହୁଙ୍କାର ପରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ । ମୋର ଇସ୍ତଫା ଦେବାର ନାହିଁ ବୋଲି କହିଛନ୍ତି ଯାଜପୁର ବିଧାୟିକା । ସେ କହିଛନ୍ତି, ମୋ ଇସ୍ତଫା ଦେବାର ନାହିଁ କି ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏକଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ । ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ କହିଛନ୍ତି, ଉପନିର୍ବାଚନରେ ନୁହେଁ ବୋଲି ସୁଜାତା କହିଛନ୍ତି । ବିଜେଡିରେ   ଫାଟ ସୃଷ୍ଟି କରିବାକୁ ଏହା ଏକ କୁଚକ୍ରାନ୍ତ ଗୋଷ୍ଠୀଙ୍କ କାମ ବୋଲି ସେ କହିଛନ୍ତି ।


ନିର୍ବାଚନରେ ପରାଜୟ ପରେ ଏକ ଜନ ସଂପର୍କ ପଦଯାତ୍ରା ଯୋଗ ଦେବା ପରେ ମଞ୍ଚରେ ବର୍ଷିଥିଲେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । କହିଛନ୍ତି ଆଜି ଆପଣମାନେ ମୋ ସମ୍ମାନ ରଖିଛନ୍ତି।ଆପଣମାନେ ମୋ ସାଙ୍ଗରେ ଥିବାରୁ ଶହେ ସିଂହର ବଳ ଆସିଛି । ମୁଁ ପୁଣି ଲଢିବାକୁ ରେଡ୍ଡି ଅଛି । ଚାରି ମାସ ହେଲାଣି ଏବଂ ତାର ଦୁଇ ମାସ ପୂର୍ବରୁ ମିଡିଆରେ ଗୋଟିଏ ନାଁ ବବି ଦାସ । 

You Can Read:

ରାଜ୍ୟରେ ୬୯୬ କଲରାପତରିଆ ଚିହ୍ନଟ, ୨୦୨୨ରେ ସଂଖ୍ୟା ଥିଲା ୫୬୮